ଓଡିଶା

odisha

ଘରେ ପଶିଗଲା ଚିତା, ସିସିଟିଭିରେ କଏଦ ହେଲା ଦୃଶ୍ୟ

By

Published : Jan 8, 2023, 8:59 AM IST

Updated : Feb 3, 2023, 8:38 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଲିଗଡରେ ବାଘ ଆତଙ୍କ । ଘରେ ୩ଜଣ ରହିଥିବା ବେଳେ ହଠାତ ପଶିଗଲା ଚିତାବାଘ । ଘରେ ବାଘକୁ ଦେଖି ଆତଙ୍କିତ ସ୍ଥାନୀୟ ଲୋକେ । ତେବେ ବାଘ କେଉଁଠାରୁ ଆସିଲା ତାହା ସ୍ଫଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହାସହ ବାଘକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରେ ବିପୁଳ ଜନସମାଗମ ହୋଇଥିଲା ।
Last Updated :Feb 3, 2023, 8:38 PM IST

ABOUT THE AUTHOR

...view details