ଓଡିଶା

odisha

250 ଜଣ ମାଓ ସମର୍ଥକଙ୍କ ଆତ୍ମ ସମର୍ପଣ

By

Published : Dec 23, 2019, 9:47 AM IST

ପୁଣିଥରେ ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର 250 ଜଣ ମାଓ ସମର୍ଥକ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଅଧିକ ଖବର ପଢନ୍ତୁ...

250 ଜଣ ମାଓ ସମର୍ଥକଙ୍କ ଆତ୍ମ ସମର୍ପଣ
250 ଜଣ ମାଓ ସମର୍ଥକଙ୍କ ଆତ୍ମ ସମର୍ପଣ

ମାଲକାନଗିରି: ପୁଣିଥରେ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର 250 ଜଣ ମାଓ ସମର୍ଥକ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଦୀର୍ଘ ବର୍ଷ ଧରି ମାଓବାଦୀ ମାନେ ମହୁପଦର ଅଞ୍ଚଳରେ ରାଜ କରି ଆସୁଥିଲେ ।

250 ଜଣ ମାଓ ସମର୍ଥକଙ୍କ ଆତ୍ମ ସମର୍ପଣ

କିନ୍ତୁ ମାଥିଲି ଥାନା ଅଧିକାରୀ ଜନ ଖୁଜୁରଙ୍କ ନେତୃତ୍ବରେ ବିକାଶ ଅଞ୍ଚଳରେ ପାଦ ଥାପି ଥିବାରୁ ନକ୍ସଲ କାର୍ଯ୍ୟକଳାପ ପ୍ରତି ଅସନ୍ତୁଷ୍ଟ ହୋଇ ଏହି ଆଦିବାସୀ ମାନେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି ମାଲକାନଗିରି ଏସପି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ମାଲକାନଗିରି ପୋଲିସ୍ କୁ ମିଳିଲା ସଫଳତା ।Body:ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର 250 ଜଣ ମାଓ ସମର୍ଥକ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଦୀର୍ଘ ବର୍ଷ ଧରି ମାଓ ବାଦୀ ମାନେ ମହୁପଦର ଅଞ୍ଚଳରେ ରାଜ କରି ଆସୁଥିଲେ କିନ୍ତୁ ମାଥିଲି ଥାନା ଅଧିକାରୀ ଜନ ଖୁଜୁରଙ୍କ ନେତୃତ୍ୱରେ ବିକାଶ ଅଞ୍ଚଳରେ ପାଦ ଥାପି ଥିବାରୁ ନକ୍ସଲ କାର୍ଯ୍ୟାକଳାପ ପ୍ରତି ଆସନ୍ତୁଷ୍ଟ ହୋଇ ଏହି ଆଦିବାସୀ ମାନେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି ମାଲକାନଗିରି ଏସପି । Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....

ABOUT THE AUTHOR

...view details