ବୌଦ୍ଧ: ଦୁର୍ନୀତି ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଖୋଦ ନାଏବ ସରପଞ୍ଚ । ଅଭିଯୋଗ ପୁଣି ସରପଞ୍ଚ ଙ୍କ ନାରେ ଆଣି ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଦ୍ବାରସ୍ଥ ହେବା ବୌଦ୍ଧରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଖୋଦ ନାଏବ ସରପଞ୍ଚ । ଏହି ଦୁର୍ନୀତି ର ମୁଖ୍ୟ ସୂତ୍ରଧର ମହିଳା ସରପଞ୍ଚ ଙ୍କ ପୁଅ ବୋଲି ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ । ସରପଞ୍ଚ ମିଥ୍ୟା ମକଦ୍ଦମା ରେ ଛନ୍ଦି ବାକୁ ଧମକ ଦେବାରୁ ସେ ସଂଧ୍ୟାରେ ବାଧ୍ୟ ହୋଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି । ମଥୁରା ପଞ୍ଚାୟତ ରେ ଦୀର୍ଘ ଦିନ ହେଲା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ଅପାରଗତାରୁ ଏହି ବିବାଦ ଏବେ ଭିନ୍ନ ମୋଡ ନେବାରେ ଲାଗିଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଖୋଦ ନାଏବ ସରପଞ୍ଚ ।ଏହି ଦୁର୍ନୀତି ର ମୁଖ୍ୟ ସୂତ୍ରଧର ମହିଳା ସରପଞ୍ଚ ଙ୍କ ପୁଅ ବୋଲି ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ । ସରପଞ୍ଚ ମିଥ୍ୟା ମକଦ୍ଦମା ରେ ଛନ୍ଦି ବାକୁ ଧମକ ଦେବାରୁ ସେ ସଂଧ୍ୟାରେ ବାଧ୍ୟ ହୋଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି ।ମଥୁରା ପଞ୍ଚାୟତ ରେ ଦୀର୍ଘ ଦିନ ହେଲା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରପଞ୍ଚ ଙ୍କ ଅପାରଗତାରୁ ଏହି ବିବାଦ ଏବେ ଭିନ୍ନ ମୋଡ ନେଇଛି ।
Body:ମଥୁରା ପଞ୍ଚାୟତ ରେ ସରପଞ୍ଚ ଙ୍କ ନାରେ ଦୁର୍ନୀତି ଅଭିଯୋଗ ଆଣି ତାଲା ପକାଇଲେ ନାଏବ ସରପଞ୍ଚ ।
Conclusion:ବାଇଟ-୧-ନିର୍ଗୁଣ ମହାକୁଡ଼, ନାଏବ ସରପଞ୍ଚ, ମଥୁରା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ