ଓଡିଶା

odisha

Puri Municipality Election: ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରୋକ

By

Published : Feb 23, 2022, 8:06 PM IST

ପୁରୀ ମ୍ୟୁନିସିପାଲଟି ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ଅଧିକ ପଢନ୍ତୁ
ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରୋକ
ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରୋକ

କଟକ/ପୁରୀ: ପୁରୀ ମ୍ୟୁନିସିପାଲଟି ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି ।

ୱାର୍ଡ ପୁନର୍ଗଠନ ସଂକ୍ରାନ୍ତରେ ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହାସହ ଆସନ୍ତା ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

କଟକରୁ ନାରାୟଣ ସାହୁ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details