ଶ୍ରୀଲଙ୍କାରେ ମହାସଙ୍କଟ: ଆନ୍ଦୋଳନକାରୀଙ୍କ କବଜାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଛାତ ଉପରେ ଉଡାଇଲେ ପତାକା

By

Published : Jul 13, 2022, 4:58 PM IST

thumbnail

କଲମ୍ବୋ: ଆର୍ଥିକ ସଙ୍କଟର ନିଆଁରେ ଜଳୁଛି ଶ୍ରୀଲଙ୍କା । ଦେଶରେ ପଡିଥିବା ହାହାକାର ପାଇଁ ସରକାରଙ୍କୁ ଦାୟୀ କରି ଉଗ୍ର ଜନତା ଏବେ ଚାରିଆଡେ ଗର୍ଜନ କରୁଛନ୍ତି । ଆଜି ହଜାର ହଜାର ଜନତା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବା ସହ ଏହାକୁ ନିଜ କବ୍‌ଜାରେ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶିବା ସମୟରେ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିବାକୁ ଲୁହାବୁହା ଗ୍ୟାସର ପ୍ରୟୋଗ କରିଥିଲେ । ଦେଖନ୍ତୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆନ୍ଦୋଳନକାରୀ ପଶିବାର ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.