ଜଳବନ୍ଦୀ ସମସ୍ୟା, ସାପ ବେଙ୍ଗ ସହ ବିତୁଛି ସମୟ

By

Published : Aug 20, 2022, 10:50 PM IST

thumbnail

ବନ୍ୟା ବତ୍ପାତ ପରେ ବିତିଛି ୬ ଦିନ। ତଥାପି ସୁଧୁରିନି ଜଳବନ୍ଦୀଙ୍କ ପରିସ୍ଥିତି। ଖୋର୍ଦ୍ଧା ଜିଲ୍ଲା ସୋମଣା ପଞ୍ଚାୟତରେ ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟା ବିପନ୍ନ । ଘର ଭିତରେ ଆଣ୍ଠୁଏ ଉପରେ ପାଣି । ସାପ ବେଙ୍ଗ ଓ ମୂଷାଙ୍କ ସହ ବିତିଛି ସମୟ। କିନ୍ତୁ ପ୍ରଶାସନର କୌଣସି ଦେଖାନଥିବା ଲୋକେ ଅଭିଯୋଗ କରିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.