ରାସ୍ତା ଅବରୋଧ କଲେ ହଜାର ହଜାର ଡ୍ରାଇଭର, ଗାଡି ଚଳାଚଳ ବ୍ୟାହତ

By

Published : Apr 18, 2022, 1:17 PM IST

thumbnail

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଭୁବନେଶ୍ବରେ ଓଡିଶା ଡ୍ରାଇଭର ମହାସଂଘର ଜୋରଦାର ବିକ୍ଷୋଭ । ଦାବି ପୂରଣ ନେଇ ଏଜିରୁ ବିଧାନସଭା ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ବନ୍ଦ କଲେ ଡ୍ରାଇଭର ମହାସଂଘ । ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ପୋଲିସ ପ୍ରଶାସନ ବୁଝାସୁଝା ପରେ ରାସ୍ତାରୁ ହଟିଛନ୍ତି ଡ୍ରାଇଭର ମହାସଂଘ । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.