Vice President Takes Oath: ଦାୟିତ୍ୱ ନେଲେ ଉପ-ରାଷ୍ଟ୍ରପତି, ଶପଥ କରାଇଲେ ରାଷ୍ଟ୍ରପତି

By

Published : Aug 11, 2022, 5:02 PM IST

thumbnail

ନୂଆଦିଲ୍ଲୀ: ଆଜି ଭାରତର ୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ (Jagdeep Dhankhar takes oath as Vice President) । ପୂର୍ବାହ୍ନ ସାଢେ ୧୨ ଟା ସମୟରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଧନଖଡ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଧନଖଡଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ । ଦେଖନ୍ତୁ ସେତେବେଳର ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.