ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

By

Published : Sep 1, 2022, 4:59 PM IST

thumbnail

ଭୁବନେଶ୍ବର : ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଚଳିତ ବର୍ଷ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜଧାନୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ୨ବର୍ଷର କୋରୋନା କଟକଣା ପରେ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା ପାଳନ ହୋଇଥିବା ବେଳେ ଅନେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ଘରଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, କ୍ଲବ୍‌ ଆଦିରେ ପୂଜା‌ ପାଉଛନ୍ତି ପାର୍ବତୀନନ୍ଦନ ବିଘ୍ନବିନାଶକ ଗଣେଶ । ଭିନ୍ନ ଭିନ୍ନ ପ୍ରକାର ମୂର୍ତ୍ତି ଦେଖିବାକୁ ମିଳୁଛି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.