ଭିଜିଲାନ୍ସ ଜାଲରେ ଅଙ୍ଗନାୱାଡି କର୍ମୀ

By

Published : Dec 22, 2020, 5:21 PM IST

thumbnail

ବ୍ରହ୍ମପୁର:ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ଏଥର ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି କର୍ମୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକା ସଙ୍ଗରେ ପାଞ୍ଚଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୯ରେ ଅଙ୍ଗନାୱାଡି କର୍ମୀ ଭାବରେ କାର୍ଯ୍ୟରତ ନମିତା ଦଳେଇ । ତାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.