Strike In Front Of Odisha Assembly: CBI ତଦନ୍ତ ନହେଲା ଯାଏଁ ଛାଡିବୁନି କହିଲେ ମୋହନ ମାଝୀ

By

Published : Dec 3, 2021, 3:54 PM IST

thumbnail

ଭୁବନେଶ୍ବର: ବିରୋଧୀଙ୍କ ଆଭିମୁଖ୍ୟ ସ୍ପଷ୍ଟ, ଶୀତ ଅଧିବେଶନରେ ତୃତୀୟ ଦିବସରେ ମଧ୍ୟ ଗୃହ ଚାଲିପାରୁନି । ବିରୋଧୀଙ୍କ ହଙ୍ଗାମାରେ କମ୍ପୁଛି ବିଧାନସଭା (Opposition Strike In Front Of Odisha Assembly) । ବିଜେପି ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଉଭୟ ବିଜେପି ଏବଂ କଂଗ୍ରେସ ଧାରଣାରେ ବସିଛନ୍ତି । ବିଧାନସଭାର ପବିତ୍ରତା ଭଙ୍ଗ ହୋଇଛି କହି ବିଜେପି ବିଧାନସଭା ଚତୁର୍ପାଶ୍ୱରେ ଝାଡୁରେ ସଫା କରି ଗଙ୍ଗା ଜଳ ଓ ଗୋବର ପାଣି ପକାଇଛନ୍ତି ବିରୋଧୀ । ଏଥିସହ ଯେ ପର୍ଯ୍ୟନ୍ତ ସିବିଆଇ ତଦନ୍ତ ନ ହୋଇଛି ସେପର୍ଯ୍ୟନ୍ତ ଛାଡିବୁନି ବୋଲି କହିଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ । ଭୁନେଶ୍ବରରୁ ସଞ୍ଜୀବ କୁମାର ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.