Rishikulya River: ଜୱାଦ ଗଲା ପରେ ଏକାଠି ସାଗର-ଋଷିକୁଲ୍ୟା

By

Published : Dec 8, 2021, 10:21 AM IST

Updated : Dec 8, 2021, 3:10 PM IST

thumbnail

ବ୍ରହ୍ମପୁର: ବଙ୍ଗୋପସାଗରରେ ମିଶିଲା ଋଷିକୂଲ୍ୟା ନଦୀ । ନଦୀ ଆଉ ସାଗର ମିଳନର ଏ ହେଉଛି ଅପରୂପ ଦୃଶ୍ୟ । ବାତ୍ୟା ଜୱାଦ ସମୟରେ ଋଷିକୁଲ୍ୟା ନଦୀରୁ ବାହାରିଥିବା ବନ୍ୟାଜଳ ସହ ବଙ୍ଗୋପସାଗର ମିଳନ ସ୍ଥଳର ମନୋହର ଦୃଶ୍ୟ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଋଷିକୂଲ୍ୟା ମୁହାଣ ନିକଟରେ ଏଭଳି ବନ୍ୟାଜଳ ସହ ସମୁଦ୍ରର ନୀଳ ଜଳରାଶି ମିଳନର ମନୋହର ଦୃଶ୍ୟକୁ ସି-ପେର୍ଟାଲ ଏଭଳି ଚିତ୍ରକୁ କ୍ୟାମେରାରେ କଏଦ କରିଛି । ଗଞ୍ଜାମ ଜିଲ୍ଲା ବନଖଣ୍ଡ ଅଧିକାରୀ ଟ୍ବିଟ କରି ପୋଷ୍ଟ କରିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 8, 2021, 3:10 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.