ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ଖାନନଗରରେ ଚାଲିଛି ପୂଜାର୍ଚ୍ଚନା

By

Published : Oct 12, 2021, 12:15 PM IST

thumbnail

କଟକ: ଆଜି ମା'ଙ୍କ ମହା ସପ୍ତମୀ ପୂଜା । ଉତ୍ସବ ମୁଖର ହୋଇ ଉଠିଛି ସିଲଭର ସିଟିର ସମସ୍ତ ପୂଜା ମଣ୍ଡପ । କଟକଣା ମଧ୍ୟ ଚଳିତ ବର୍ଷ ୪ଫୁଟର ମୂର୍ତ୍ତି ହୋଇଛି । ତେବେ ଆଜି ମହା ସପ୍ତମୀ ଅବସରରେ କଟକ ଖାନନଗର ପୂଜା ମଣ୍ଡପରେ ମା'ଙ୍କ ପୂଜା ବିଧି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନଦୀରେ ଘଟ ପୂଜା ପରେ ଆରମ୍ଭ ହେବ ମା'ଙ୍କ ମହା ସପ୍ତମୀ ପୂଜା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.