ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ

By

Published : Feb 21, 2022, 10:30 AM IST

Updated : Feb 3, 2023, 8:17 PM IST

thumbnail

ଲକ୍ଷ୍ନୌ: ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଉନ୍ନାଓରେ ଏକ ସମାବେଶରେ ଯୋଗ ଦେଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସମାବେଶରେ ପ୍ରଧାନମନ୍ତ୍ରୀଙ୍କୁ ରାମଙ୍କ ମୂର୍ତ୍ତି ସ୍ଥାପନ କରିବା ସମୟରେ ବିଜେପି ନେତା ଅବଧେଶ କଟିୟାର ମୋଦିଙ୍କ ପାଦ ଛୁଇଁଥିବା ସମୟରେ ଏହାକୁ ବାରଣ କରି ନିଜେ ବିଜେପି ନେତାଙ୍କ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାର ବିଷୟ ହୋଇଛି ।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.