76th Independence Day : ଜିଲ୍ଲା ମୁଖ୍ୟାଳୟରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ

By

Published : Aug 15, 2022, 4:19 PM IST

Updated : Feb 3, 2023, 8:26 PM IST

thumbnail

ମାଲକାନଗିରି: ଆଜି ୭୬ ତମ ସ୍ବାଧୀନତା ଦିବସ ପାଳନ କରିଛି ସାରା ଦେଶ । ଏଥି ସହ ମାଲକାନଗିରିରେ ମଧ୍ୟ ଧୁମ୍ ଧାମରେ ପାଳିତ ହୋଇଯାଇଛି ସ୍ବାଧୀନତା ଦିବସ । ଏହି ଅବସରରେ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଜିଲ୍ଲା ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏଥିସହ ଜିଲ୍ଲାର କୃତି ଛାତ୍ରଛାତ୍ରୀ ଓ ଦକ୍ଷ ସରକାରୀ କର୍ମଚାରୀମାନଙ୍କୁ ପୁରସ୍କୃତ କରିଛନ୍ତି ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.