Padmapur By Poll: ପଦ୍ମପୁରରେ ଅପରାଜିତାଙ୍କ ଧୂଆଁଧାର ପ୍ରଚାର

By

Published : Dec 2, 2022, 9:31 PM IST

Updated : Feb 3, 2023, 8:34 PM IST

thumbnail

ପଦ୍ମପୁର/ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ହାଇଭୋଲଟେଜ ପ୍ରଚାର । କମ୍ପିଛି ପଦ୍ମପୁର ମୈଦାନ । ବିଜେଡି ପ୍ରାର୍ଥୀନି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ପାଇଁ ଭୁବନେଶ୍ୱର ସାଂସଦ ତଥା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀ ଦଳୀୟ ପ୍ରାର୍ଥୀ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଅପରାଜିତା ଆଜି ପଦ୍ମପୁର, ଝାରବନ୍ଧ ଓ ପାଇକମାଳରେ ଧୂଆଁଧାର ପ୍ରଚାର କରିଛନ୍ତି । ଅପରାଜିତା ଆଜି ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରହୋତିଙ୍କ ପାଇଁ ରୋଡ ଶୋ, ପଦଯାତ୍ରା, ସାଧାରଣ ସଭା କରିଥିଲେ । ଦେଖନ୍ତୁ ଅପରାଜିତାଙ୍କ ପ୍ରଚାର । ଦେଖନ୍ତୁ ଭିଡିଓ ଇଟିଭି ଭାରତ, ବରଗଡ଼

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.