ରାସ୍ତାରେ ବସ ଠେଲିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଦେଖନ୍ତୁ କାହିଁକି

By

Published : Nov 8, 2022, 10:59 PM IST

Updated : Feb 3, 2023, 8:31 PM IST

thumbnail

ଶିମଲା: ରାସ୍ତାରେ ଏକ ଅଚଳ ବସକୁ ଠେଲୁଥିବା ନଜର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Anurag Thakur push a bus)। ହିମାଚଳ ପ୍ରଦେଶ ବିଳାସପୁରରେ ଜାତୀୟ ରାଜପଥ ମଝିରେ ହଠାତ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବସଟି ଅଟକି ରହିଥିଲା । ଉକ୍ତ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହେବା ସହ ଟ୍ରାଫିକ ଜାମ ହୋଇଥିଲା । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଅନୁରାଗ ଠାକୁରଙ୍କ କାଫିଲା ମଧ୍ୟ ଭିଡ କାରଣରୁ କିଛି ସମୟ ଫସି ରହିଥିଲା । ପରେ ଅନୁରାଗ ଗାଡିରୁ ଓହ୍ଲାଇ ଅନ୍ୟମାନଙ୍କ ସହ ମିଶି ଅଟକି ରହିଥିବା ବସକୁ ଠେଲି ଥିଲେ । କିଛି ସମୟ ପରେ ଗାଡିଟି ରାସ୍ତାରୁ ହଟିବା ପରେ ଯାତାୟତ ଚଳାଚଳ ସ୍ବାଭାବିକ ହୋଇଥିଲା । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.