ଦଶହରାରେ କମ୍ପୁଛି ବଲାଙ୍ଗୀର

By

Published : Oct 5, 2022, 5:35 PM IST

Updated : Feb 3, 2023, 8:29 PM IST

thumbnail

ବଲାଙ୍ଗୀର: ସମ୍ପୂର୍ଣ୍ଣ ହୋଇଛି ବଲାଙ୍ଗୀରର ଇଷ୍ଟଦେବୀ ମା’ ସମଲେଇଙ୍କ ନବାଦିନାତ୍ମକ ପୂଜା । ଆଜିଠୁ ବିଜୟା ଦଶମୀ । ଦଶହରା ପୂଜାରେ କମ୍ପୁଛି ବଲାଙ୍ଗୀର ସହର । ରାଜା ରାଜେଶ୍ୱରୀ ବେଶରେ ମା’ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ତେବେ ଦଶଦିନ ଧରି ବେଶ ଧୁମଧାମରେ ଚାଲିଥିଲା ମାଆ ଦୁର୍ଗାଙ୍କ ପୂଜା । ତେବେ ଆଜି ବି ମନ୍ଦିରରେ ପ୍ରବଳ ଭିଡ ଜମିଛି। ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.