ପୌର ଫାଇଟ: ନିର୍ବାଚନ ମଇଦାନରେ ଡିପ୍ଲୋମା ଛାତ୍ରୀ

By

Published : Mar 17, 2022, 2:01 PM IST

Updated : Feb 3, 2023, 8:20 PM IST

thumbnail

ବାଲେଶ୍ଵର: ପୌର ନିର୍ବାଚନ ପାଇ ଚାଲିଛି ଯୋରଦାର ପ୍ରଚାର । ତେବେ ବାଲେଶ୍ଵର ପୌର ନିର୍ବାଚନରେ ଜଣେ ଡିପ୍ଲୋମା ଛାତ୍ରୀ ତଥା ଗୃହିଣୀଙ୍କୁ ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି। 16 ନଂ ୱାର୍ଡରେ କାଉନସିଲର ଭାବେ ପ୍ରତିଦ୍ବନ୍ଦିତା କରୁଥିବା ସବିତା ରାଣୀ ଦାସ ଡିପ୍ଲୋମା ଶେଷ ବର୍ଷର ଛାତ୍ରୀ । ସେ ଘର କଥା ବୁଝିବା ସହ ପାଠ ପଢ଼ୁଥିବା ବେଳେ 16 ନଂ ୱାର୍ଡରେ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ ମହିଳାମାନେ ଇଚ୍ଛା ପ୍ରକାଶ କରିଥିଲେ । ପରେ ତାଙ୍କୁ ବିଜେଡିରୁ ଟିକଟ ମିଳିବା ପରେ ଏବେ ସେ ଲୋକଙ୍କ ଘରକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ।  ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.