ମାର୍କେଟ ଅପଡେଟ: ନୂଆ ରେକର୍ଡ ସ୍ତରରେ ସେୟାର ସୂଚକାଙ୍କ

By

Published : Dec 8, 2020, 7:11 PM IST

thumbnail

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ସେୟାରରେ ଜୋରଦାର ବୃଦ୍ଧି ଯୋଗୁଁ ମଙ୍ଗଳବାର ସେୟାର ବଜାର ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 181.54 ପଏଣ୍ଟ ବୃଦ୍ଧି ହୋଇ 45,608.51 ପଏଣ୍ଟର ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 37.20 ପଏଣ୍ଟ ଉଛୁଳି 13,392.95 ପଏଣ୍ଟର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ମଧ୍ୟ ମଜବୁତ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.