ETV Bharat / state

BEO ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Jul 27, 2021, 11:27 AM IST

Updated : Jul 27, 2021, 11:42 AM IST

ବିଇଓ ଅଫିସ ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼
ବିଇଓ ଅଫିସ ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼

ସମ୍ବଲପୁର ଜିଲ୍ଲା ଧନ କଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ...

ସମ୍ବଲପୁର: ଜିଲ୍ଲା ସ୍ଥିତ ଧନ କଉଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି ।

BEO ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ସମ୍ବଲପୁର ଜିଲ୍ଲା ଧନ କଉଡା ବିଇଓ କାର୍ଯ୍ୟାଳୟ କିରାଣୀ ଦିଲ୍ଲୀପ କୁମାର ଦେବଙ୍କ ସାକ୍ଷୀପଡା ସ୍ଥିତ ବାସଗୃହ ଓ ତାଙ୍କ ଅଫିସରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦିଲ୍ଲୀପଙ୍କ ଘରେ ଚଢାଉ କରିଛି । ସମ୍ବଲପୁର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଖୋଳତାଡ ଜାରି ରଖିଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ଡିଏସପି କବିତା ସାହୁ ସୂଚନା ଦେଇଛନ୍ତି ।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated :Jul 27, 2021, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.