ETV Bharat / city

Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର

author img

By

Published : Aug 20, 2022, 7:47 AM IST

Updated : Aug 20, 2022, 8:30 AM IST

Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର
Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ଏମିତିରେ ପରିବା ଦର ଉଚ୍ଚା ରହିଥିବାବେଳେ ଦାଉ ସାଧିଛି ବନ୍ୟା ସ୍ଥିତି। ପରିବାରେ ହାତ ମାରି ହେଉନାହିଁ । ଯେଉଁ ପରିବା ଉପରେ ହାତ ବୁଲାଇଲେ ସବୁ 50 ପାର । ଲଗାଣ ବର୍ଷା ଯୋଗୁଁ ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର
Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର
Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର
Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର


Last Updated :Aug 20, 2022, 8:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.