ଲୋକଙ୍କୁ ଫୋନ କଲେ ନବୀନ: ବିକାଶମୂଳକ କାମ ପଚାରିଲେ, ପରିବାରର ହାଲଚାଲ ବୁଝିଲେ - Naveen interacts with people

By ETV Bharat Odisha Team

Published : Apr 5, 2024, 12:44 PM IST

thumbnail

CM Naveen Patnaik interacts with people through phone, ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି  । ଯେଉଁଥିରେ ନବୀନ ସାଧାରଣ ଲୋକଙ୍କୁ ଫୋନ କରି ବିଭିନ୍ନ ବିକାଶମୂଳକ କାମ ବୁଝୁଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନିଜେ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଫୋନ୍ କରି କଥା ହୋଇ ବିଭିନ୍ନ କାମର ଫିଡବ୍ୟାକ ନେଇଛନ୍ତି  । ସେମାନଙ୍କ ଅଞ୍ଚଳରେ ମନ୍ଦିର, ସ୍କୁଲ, ବ୍ରିଜ ଆଦି ବିଭିନ୍ନ ପ୍ରକଳ୍ପ କାମ କେମିତି ଚାଲିଛି, କେତେ ବାଟ ଗଲାଣି , କାମ ସରିଲାଣି କି ନାହିଁ ଏବଂ ପିଲାମାନେ କେମିତି ଅଛନ୍ତି ବୋଲି ପଚାରି ବୁଝିଛନ୍ତି । ଲୋକମାନେ ମଧ୍ୟ କାମର ଅଗ୍ରଗତି ନେଇ ତାଙ୍କୁ ଜଣାଇଛନ୍ତି । ଲୋକମାନଙ୍କୁ ଫୋନ କରି କଥା ହେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।  ଦେଖନ୍ତୁ ଏହି ଭିଡିଓ, କେମିତି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ମୁଖ୍ୟମନ୍ତ୍ରୀ ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.