ଓଡିଶା

odisha

ଆସୁଛନ୍ତି ବିଘ୍ନହର୍ତ୍ତା; ବଢୁଛି ଗୋବରରେ ନିର୍ମିତ ଗଣପତିଙ୍କ ଚାହିଦା

By

Published : Sep 9, 2021, 10:08 AM IST

ଭୋପାଳ: ଆସୁଛନ୍ତି ବିଘ୍ନ ବିନାଶ ଶ୍ରୀ ଗଣେଶ । ପୂଜା ପାଇଁ ସମସ୍ତଙ୍କୁ ଆବଶ୍ୟକ ଗଣେଷ ପୂର୍ତ୍ତି, ତେବେ ବଜାରରେ ମିଳୁଥିବା ମୂର୍ତ୍ତି ପରିବେଶ ପାଇଁ ଅନୁକୂଳ ହେଉନାହିଁ । କାରଣ ପରିବେଶ ପ୍ରଦୂଷିତ ଓ ବିସର୍ଜନ ପାଇଁ ସ୍ଥାନର ଅଭାବ ଏବେ ବଡ ପ୍ରସଙ୍ଗ । ତେବେ ଏପରି ସ୍ଥଳେ ଇକୋଫ୍ରେଣ୍ଡଲି ମୂର୍ତ୍ତିର ବଢୁଛି ଚାହିଦା । ମଧ୍ୟପ୍ରଦେଶ ଭୋପାଳ ବାସିନ୍ଦା କାନ୍ତା ଯାଦବ ଗାଇ- ଗୋବରକୁ ବ୍ୟବହାର କରି ନିର୍ମାଣ କରୁଛନ୍ତି ଇକୋଫ୍ରେଣ୍ଡଲି ଗଣପତି ... ଯାହା ପରିବେଶ ଉପଯୋଗୀ ସହ କମ ମୂଲ୍ୟ ମଧ୍ୟ ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details