ଓଡିଶା

odisha

ଯଦୁପୁର ନାବାଳିକା ହତ୍ୟା ଘଟଣା: ଆଜି ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ ଆବେଦନର ଶୁଣାଣି

By

Published : Jan 12, 2021, 9:36 PM IST

Updated : Jan 13, 2021, 10:22 AM IST

ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା । ଆଜି (ବୁଧବାର) ହେବ ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ । ଅଧିକ ପଢନ୍ତୁ...

pari murder case : Brain mapping will be done tomorrow of the accused juvenile
ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା :ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ

ନୟାଗଡ:ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ନାବାଳକର ଆଜି (ବୁଧବାର) ହେବ ବ୍ରେନ ମ୍ୟାପିଂ l ଜୁଭେନାଇଲ ଜଷ୍ଟିସ ବୋର୍ଡ ଏହାର ଶୁଣାଣି କରିବେ l ପୂର୍ବରୁ ଏସଆଇଟି ନାର୍କାେ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା । ମାତ୍ର ଅଭିଯୁକ୍ତ ଅମଙ୍ଗ ହେବାରୁ ତାହା ଖାରଜ ହୋଇଯାଇଥିଲା l

ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା :ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ

ଏହାପରେ ଏସଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଆବେଦନ କରିଛି l ସେଥିପାଇଁ ଅଭିଯୁକ୍ତ ଅନୁଗୁଳ ବାଳ ସୁଧାର ଗୃହରୁ ଆସି ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେବ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Jan 13, 2021, 10:22 AM IST

ABOUT THE AUTHOR

...view details