ଓଡିଶା

odisha

Petrol Diesel Price: ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ଦର

By

Published : Jun 29, 2022, 8:30 AM IST

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

know the petrol and diesel price of odisha
Petrol Diesel Price: ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ଦର

ଆଜିର ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ବର103.1994.76
ଅନୁଗୋଳ104.6196.12
ବାଲେଶ୍ବର103.1894.76
କଟକ103.5495.10
ଗଞ୍ଜାମ104.8496.34
ପୁରୀ103.2594.81
ସମ୍ବଲପୁର103.7895.35
କେନ୍ଦ୍ରାପଡା103.1194.66
ବଲାଙ୍ଗୀର104.9596.46
ମାଲକାନଗିରି108.92100.30

ABOUT THE AUTHOR

...view details