ବନ୍ୟାରେ ଭାସିଗଲାବେଳେ ଡ୍ୟାମ କର୍ମଚାରୀଙ୍କୁ ଉଦ୍ଧାର କଲା ଏନଡିଆରଏଫ, ଦେଖନ୍ତୁ ଭିଡିଓ...

By

Published : Sep 20, 2020, 10:04 PM IST

thumbnail

ବାଙ୍ଗୋଲର: ସାରା ଦେଶରେ ବିଭିନ୍ନ ଅଞ୍ଚଳରେ ବର୍ଷାର ତାଣ୍ଡବ ଜାରୀ ରହିଛି । କର୍ଣ୍ଣାଟକର ଉଡୁପ୍ପି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାର କରାଳରୂପ ଦେଖବାକୁ ମିଳିଛି । ଏହାର ପ୍ରଭାବରେ ଉଡ୍ଡୁପି ଅଞ୍ଚଳର ସ୍ବର୍ଣ୍ଣା ନଦୀର ଡ୍ୟାମରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀଙ୍କୁ ବନ୍ୟାରେ ଭାସିଯାଉଥିବା ବେଳେ ଉଦ୍ଧାର କଲା ଏନଡିଆରଏଫ ଟିମ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.