TMCକୁ ବହୁମତ ! କୋଭିଡ କଟକଣା ଭୁଲି ଉତ୍ସବ ପାଳିଲେ କର୍ମୀ

By

Published : May 2, 2021, 10:58 PM IST

thumbnail

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜୟ ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କର୍ମୀମାନେ ବିଜୟ ଉତ୍ସବ ମଧ୍ୟ ପାଳନ କରୁଛନ୍ତି । ସେହିପରି କୋଭିଡ କଟକଣା ଯୋଗୁ ବିଜୟ ଉତ୍ସବ ପାଳନକୁ ନିଷେଧ ଘୋଷଣା କରାଯାଇଥିବା ବେଳେ ଟିଏମସି କର୍ମୀମାନଙ୍କ ପର୍ବ ପାଳନ ଉପରେ ରୋକ ଲଗାଇଛି ପୋଲିସ । କିଛି ସ୍ଥାନରେ କର୍ମୀମାନେ ବାଣ ଫୁଟାଇ ଉତ୍ସବ ପାଳନରେ ଲାଗିଥିବା କିଛି କର୍ମୀଙ୍କୁ ପୋଲିସ ଘଉଡାଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.