ଜମୁଛି ଦାଣ୍ଡିଆ ନାଇଟ, ମସଗୁଲ ରାଜଧାନୀବାସୀ

By

Published : Oct 3, 2022, 8:00 PM IST

Updated : Oct 4, 2022, 3:18 PM IST

thumbnail

ଦଶହରାକୁ ନେଇ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର, ରଙ୍ଗିନ ଆଲୋକମାଳା ସାଙ୍ଗକୁ ସୁଉଚ୍ଛ ତୋରଣରେ ସଜେଇ ହୋଇଛି ପୂଜାମଣ୍ଡପ । ନବରାତ୍ରୀ ଅବସରରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନୃତ୍ୟର ମଧ୍ୟ ଆୟୋଜନ କରାଯାଉଛି, ସନ୍ଧ୍ୟା ହେଲେ ଦାଣ୍ଡି ନୃତ୍ୟରେ ମସଗୁଲ ହେଉଛନ୍ତି ରାଜଧାନୀବାସୀ । ହିନ୍ଦୀ ଓଡ଼ିଆ ନୂଆ ପୁରୁଣା ଗୀତର ତାଳେ ତାଳେ ଦାଣ୍ଡିଆ ଖେଳୁଛନ୍ତି ଯୁବପିଢି । ଜନତା ମଇଦାନରେ ଦାଣ୍ଡିଆ ଖେଳର ଆୟୋଜନ କରାଯାଇଥିବାବେଳେ ଏଠାରେ ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଗହଳି ।

Last Updated : Oct 4, 2022, 3:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.