ଆୟୁଷ ଡାକ୍ତରଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦାବି

By

Published : Aug 9, 2020, 11:50 AM IST

Updated : Aug 9, 2020, 1:03 PM IST

thumbnail

ବ୍ରହ୍ମପୁର: ଆୟୁଷ ଡାକ୍ତରଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । କୋରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ଦାବି ନେଇ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ହେଲେ କୈଣସି ସୁଫଳ ମିଳିନି। ଯଦି ସରକାର 7 ଦିନ ମଧ୍ୟରେ ଦାବି ନ ଶୁଣନ୍ତି ତେବେ ଆଗାମୀ ଦିନରେ କୋଭିଡ କାର୍ଯ୍ୟରୁ ସମସ୍ତ ଡାକ୍ତର ନିବୃତ୍ତ ରହିବେ ବୋଲି ଚେତାବନୀ ଦେଇଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭ ଭାରତ

Last Updated : Aug 9, 2020, 1:03 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.