ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସମସ୍ତଙ୍କୁ ସ୍ୱାଗତ କରିବୁ: ଶିଳ୍ପମନ୍ତ୍ରୀ

By

Published : Oct 17, 2022, 9:42 PM IST

thumbnail

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ (Odisha investors meet Program in Hyderabad) ରେ ଯୋଗ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୩୭ ଜଣ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟି ଆଲୋଚନା କରିଥିବାବେଳେ ପ୍ରାୟ ୧୬ ରୁ ଊର୍ଦ୍ଧ୍ବ ଉଦ୍ୟୋଗପତୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଦୃଢ଼ ଆଶା ବ୍ୟକ୍ତ କରିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.