ସମସ୍ତେ ଚାହୁଁଛନ୍ତି ପିଏମ କିଷାନ ଟଙ୍କା ଚାଷୀଙ୍କୁ ମିଳୁ: ସାଂସଦ ଅମର ପଟ୍ଟନାୟକ

By

Published : Mar 6, 2021, 5:27 PM IST

Updated : Mar 7, 2021, 11:04 AM IST

thumbnail

ଭୁବନେଶ୍ବର: ଇଟିଭି ଭାରତ ‘ଡିଜିଟାଲ ଡାଏଲଗ’ରେ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ସଂଘୀୟ ବ୍ୟବସ୍ଥାରେ କଣ ରହିଛି କେନ୍ଦ୍ର-ରାଜ୍ୟ ସମ୍ପର୍କ ? ରାଜ୍ୟ କେତେ ପାଉଛି କେନ୍ଦ୍ରୀୟ ଅନୁଦାନ । କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନେଇ ରଖିଲେ ସ୍ପଷ୍ଟ ମନ୍ତବ୍ୟ । କାହିଁକି ରାଜ୍ୟକୁ ସ୍ବତନ୍ତ୍ର ଅନୁଦାନ ମିଳିବା ଦରକାର, ରଖିଲେ ବଳିଷ୍ଠ ଯୁକ୍ତି । ବର୍ତ୍ତମାନର ଚର୍ଚ୍ଚିତ କୋଟିଆ, ବାଇ ଲ’ ଓ ମହିଳା ସଂରକ୍ଷଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ସାଂସଦ ।

Last Updated : Mar 7, 2021, 11:04 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.