ନିକଙ୍କୁ ମିସ କରୁଛନ୍ତି ପ୍ରିୟଙ୍କା, ସେୟାର କଲେ କିସିଂ ଫଟୋ

By

Published : May 28, 2021, 10:46 PM IST

thumbnail

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଇଣ୍ଡଷ୍ଟ୍ରିର ସବୁଠାରୁ ଲେକପ୍ରିୟ କପଲ ଅଟନ୍ତି । ପ୍ରିୟଙ୍କା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହନ୍ତି । ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ନିକ ଜୋନାସଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନିକଙ୍କ ମୁଣ୍ତରେ ପ୍ରିୟଙ୍କାଙ୍କ ଲିପଷ୍ଟିକ୍ ଦାଗ ଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି କ୍ୟାପସନରେ ପ୍ରିୟଙ୍କା ଲେଖିଛନ୍ତି, ତାଙ୍କ ମୁଣ୍ଡରେ ମୋ ଲିପଷ୍ଟିକ୍ ଦାଗ । ମୁଁ ଏବେ ତୁମକୁ ବହୁତ ମିସ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.