ମଣ୍ଡପରେ ମହାସପ୍ତମୀ ପୂଜା, ବ୍ୟାସନଗରରେ ଚାଲିଛି ପୂଜାର୍ଚ୍ଚନା

By

Published : Oct 2, 2022, 5:07 PM IST

Updated : Feb 3, 2023, 8:28 PM IST

thumbnail

ଆଜି ମଣ୍ଡପରେ ମା'ଙ୍କର ସପ୍ତମୀ ପୂଜା । ମା'ଙ୍କ ଦର୍ଶନ ପାଇବା ପାଇଁ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ କଟକଣା ମୁକ୍ତ ପୂଜା ହେଉଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ରବିବାର ବ୍ୟାସନଗରର ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଛି । ପୂଜାରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିର ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.