ଭିଡିଓ ବାର୍ତ୍ତାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେଜ୍ରିଓ୍ବାଲ, AAP ହେଲା ଜାତୀୟ ଦଳ

By

Published : Dec 8, 2022, 5:07 PM IST

Updated : Feb 3, 2023, 8:35 PM IST

thumbnail

ହାଇଦ୍ରାବାଦ: ଗୁଜୁରାଟ ନିର୍ବାଚନ ଫଳାଫଳରେ ଆମ ଆଦମୀ ପାର୍ଟି ନୈରାଶ୍ୟଜନକ ଫଳାଫଳ ପରେ ଦଳ ମୁଖ୍ୟ କେଜ୍ରିଓ୍ବାଲଙ୍କ ବାର୍ତ୍ତା ସାମ୍ନାକୁ ଆସିଛି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ଆମ ମୁଖ୍ୟ କେଜ୍ରିଓ୍ବାଲ । ଦଳ ବର୍ତ୍ତମାନ ଜାତୀୟ ଦଳରେ ପରିଣତ ହୋଇଛି । ଏଥିପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଶୁଣନ୍ତୁ କ’ଣ କହୁଛନ୍ତି କେଜ୍ରିଓ୍ବାଲ

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.