ETV Bharat / state

ଏସଆଇଟିର ଚାର୍ଜସିଟରେ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ପରିବାର

author img

By

Published : Feb 16, 2021, 9:25 PM IST

ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ନୟାଗଡ଼ ଚିଲଡ୍ରେନ କୋର୍ଟରେ 382 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଏସଆଇଟି । ମାତ୍ର ଏଥିରେ ଆଦୌ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ବାପା ଓ ମା । ଅଧିକ ପଢନ୍ତୁ...

ଏସଆଇଟିର ଚାର୍ଜସିଟରେ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ପରିବାର
ଏସଆଇଟିର ଚାର୍ଜସିଟରେ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ପରିବାର

ନୟାଗଡ଼: ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣାରେ ନୟାଗଡ଼ ଚିଲଡ୍ରେନ କୋର୍ଟରେ 382 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଏସଆଇଟି । ମାତ୍ର ଏଥିରେ ଆଦୌ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ବାପା ଓ ମା ।

ଏସଆଇଟିର ଚାର୍ଜସିଟରେ ସନ୍ତୁଷ୍ଟ ନାହାନ୍ତି ପରୀଙ୍କ ପରିବାର

ଏସଆଇଟିର ତଦନ୍ତ ଆରମ୍ଭରୁ ବାଟବଣା ବୋଲି କହି ଆସିଛନ୍ତି ପରୀର ବାପା । ତେବେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପରୀଙ୍କ ମା । ସୁପ୍ରିମକୋର୍ଟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗି ଥିବାବେଳେ ତରବରିଆ ଭାବେ ସିବିଆଇ ତଦନ୍ତକୁ ଏଡାଇବାକୁ ଏସଆଇଟି ପ୍ରୟାସ କରିଛି ବୋଲି କହିଛନ୍ତି ଅଭିଯୁକ୍ତ ନାବାଳକର ଓକିଲ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.