ETV Bharat / state

୯ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଅଁଳାକୁଡ଼ା ଗ୍ରାମପଞ୍ଚାୟତର GRS

author img

By

Published : Aug 10, 2022, 10:48 PM IST

୯ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଅଁଳାକୁଡ଼ା ଗ୍ରାମପଞ୍ଚାୟତର GRS
୯ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଅଁଳାକୁଡ଼ା ଗ୍ରାମପଞ୍ଚାୟତର GRS

ଭିଜିଲାନ୍ସ ଜାଲରେ ପୁଣି ଜଣେ ଲାଞ୍ଚୁଆ GRS । ୯ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡିଲେ ଶୁଳିଆପଦା ବ୍ଲକ ଅଁଳାକୁଡ଼ା ଗ୍ରାମପଞ୍ଚାୟତର ଜିଆରଏସ ।

ବାରିପଦା: ଭିଜିଲାନ୍ସ ଜାଲରେ ଧରାପଡିଲେ ଶୁଳିଆପଦା ବ୍ଲକ ଅଁଳାକୁଡ଼ା ଗ୍ରାମପଞ୍ଚାୟତର GRS । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୌରହରୀ ସରେନଙ୍କୁ ଧରିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଇଥିବା କାର୍ଯ୍ୟର ବିଲ ପାସ କରାଇଦେବାକୁ କହି ଲେବର ମୁଖ୍ୟ ଅକ୍ଷୟ ସରେନଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ଗୌରହରୀଙ୍କ ଧରି ୯ ହଜାର ଟଙ୍କା ଜବତ କରି ଗିରଫ କରିଥିଲେ । ବାଲେଶ୍ଵର ଓ ମୟୁରଭଞ୍ଜ ଭିଜିଲାନ୍ସ ବିଭାଗର ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଛି ।


ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.