ETV Bharat / state

ଲଗାଣ ବର୍ଷାରେ ମାଲକାନଗିରିରେ ଭାଙ୍ଗିଲା ଡ୍ୟାମ

author img

By

Published : Aug 14, 2020, 3:32 PM IST

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଭାଙ୍ଗିଲା ଡ୍ୟାମ
ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଭାଙ୍ଗିଲା ଡ୍ୟାମ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ପାତ୍ରପୁଟ ଠାରେ ଥିବା ଡ୍ୟାମ ଭାଙ୍ଗିଯାଇଥିବା ଜଣାପଡିଛି ।

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ଉପୁଜିଛି । ଜିଲ୍ଲାରେ ଗତ 3-4 ଦିନରୁ ଲାଗିରହିଥିବା ବର୍ଷା ଯୋଗୁଁ ଡ୍ୟାମ ଭାଙ୍ଗିଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ପାତ୍ରପୁଟ ଠାରେ ଥିବା ଡ୍ୟାମ ଭାଙ୍ଗିଯାଇଥିବା ଜଣାପଡିଛି ।

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଭାଙ୍ଗିଲା ଡ୍ୟାମ

ସେପଟେ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ନଷ୍ଟ ହୋଇ ଯାଇଛି । ମାଥିଲି ବ୍ଲକର ଚମ୍ପାଝରଣ , ମିଲୁଗୁଡ଼ା ଏଭଳି ବିଭିନ୍ନ ସ୍ଥାନରେ 4 ରୁ ଅଧିକ ଘର ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଛି । ଅନ୍ୟପଟେ କମଳାପଦର ନିକଟରେ ଗଛ ପଡି ଯାତାୟତରେ ବାଧାସୃଷ୍ଟି ହୋଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.