ETV Bharat / state

ସାଳିଆ ଡ୍ୟାମରେ ଭାସୁଛି ଅଜଣା ଯୁବକର ମୃତଦେହ

author img

By

Published : Oct 2, 2019, 12:53 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନ ସାଳିଆ ଡ୍ୟାମରେ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧା: ଜିଲ୍ଲାର ବାଣପୁର ଥାନା ଅଧିନ ସାଳିଆ ଡ୍ୟାମରେ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ବାଣପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ପୋଲିସ ମାମଲାର ତଦନ୍ତ ଜାରି ରଖିଥିବାବେଳେ କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହ ଡ୍ୟାମରେ ଫୋପାଡି ଦେଇଥିବା ପୋଲିସ ଅନୁମାନ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସାଳିଆ ଡ୍ୟାମରେ ଭାସୁଛି ଅଜଣା ଯୁବକର ମୃତ ଦେହ




Body:ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ସାଳିଆ ଡ୍ୟାମରେ ଜଣେ ଅଜଣା ଯୁବକର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି।ବାଣପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତଜାରୀ ରଖିଥିବା ବେଳେ କେହି ଦୁର୍ବୁତ୍ତ ହତ୍ୟାକରି ମୃତଦେହ ଡ୍ୟାମରେ ଫୋପାଡି ଦେଇଥିବା ପୋଲିସ ଅନୁମାନ କରୁଛ ।Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.