ETV Bharat / state

କୋରୋନା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

author img

By

Published : Jul 14, 2020, 2:27 PM IST

corona helpline number issued by kendujhar administration
କୋରୋନା ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

କୋରୋନା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । କଲ କରି ସାହାଯ୍ୟ ନେବାକୁ ଜିଲ୍ଲ ପ୍ରଶାସନ ଟୁଇଟ ପେଜ ମାଧ୍ୟମରେ ଜଣାଯାଇଛି। ଅଧିକ ପଢନ୍ତୁ...

କେନ୍ଦୁଝର: କୋରୋନା ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪୦ରେ ପହଁଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପ୍ରଶାସନର ଚିନ୍ତା ବଢିଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି ।

corona helpline number issued by kendujhar administration
କୋରୋନା ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

ଆପାତକାଳୀନ ବିଭାଗରେ ୭୬୫୭୦୬୬୦୯୯, ୦୬୭୬୬-୨୫୫୪୯୫ ସାଙ୍ଗକୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ୦୬୭୬୬-୨୫୫୪୨୬ ନମ୍ବରରେ କଲ କରିବାକୁ ଅନୁରୋଧ କରାଯାଇଛି ।

corona helpline number issued by kendujhar administration
କୋରୋନା ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

ଯାହାର ଜ୍ବର, ଥଣ୍ଡା ଓ ଶୁଖିଲା କାଶ ହେଉଥିବା ଲୋକମାନେ ଏହି ନମ୍ବରରେ କଲ କରି ସାହାଯ୍ୟ ନେବାକୁ ଜିଲ୍ଲ ପ୍ରଶାସନ ଟ୍ବିଟ ମାଧ୍ୟମରେ ଜଣାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.