ETV Bharat / state

ଛାତ୍ରଛାତ୍ରୀ ପାଳିଲେ ସଡକ ସୁରକ୍ଷା ସପ୍ତାହ

author img

By

Published : Jan 15, 2020, 7:37 PM IST

ଛାତ୍ରଛାତ୍ରୀଙ୍କ 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ
ଛାତ୍ରଛାତ୍ରୀଙ୍କ 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

31ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ କଲେଜ ଛାତ୍ରଛାତ୍ରୀ ସାଇକେଲ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ଅଧିକ ପଢନ୍ତୁ..

କଳାହାଣ୍ଡି: 31ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ସାଇକେଲ ରାଲିରେ ବାହାରି ସହର ପରିକ୍ରମା କରିଥିଲେ ।

ଛାତ୍ରଛାତ୍ରୀଙ୍କ 31ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

ସପ୍ତାହେବ୍ୟାପୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ରାଲି, ସଭା, ଚକ୍ଷୁ ପରୀକ୍ଷା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଲେଜ ଛାତ୍ରଛାତ୍ରୀ ଙ୍କ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ।

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ କଲେଜ ଛାତ୍ରଛାତ୍ରୀ ସାଇକେଲ ରେଲି ରେ ବାହାରି ସହର ପରିକ୍ରମା କରି ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଲୋକଙ୍କୁ ସଚେତନ କରାଇଥିଲେ। Body:ସପ୍ତାହ ବ୍ୟାପି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ରେଲି, ସଭା , ଚକ୍ଷୁ ପରୀକ୍ଷା ଆଦି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ସୁଚନା ଦେଇଛନ୍ତି ।
Conclusion:ବାଇଟ- ଦୀନବନ୍ଧୁ ଶୁଣ୍ଢି (ପରିବହନ ଅଧିକାରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.