ETV Bharat / state

ବିଳାସପୁର ରେଳ ଡିଭିଜନରେ ଉନ୍ନତିକରଣ ପାଇଁ ବରଗଡ଼ ସାଂସଦଙ୍କ ଦାବିପତ୍ର

author img

By

Published : Sep 28, 2019, 2:37 PM IST

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଦାବିପତ୍ର। ବିଳାସପୁର ଡିଭିଜନର ବିଭିନ୍ନ ଉନ୍ନତିକରଣ ପାଇଁ ଡ଼ିଭିଜନ କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନକଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡ଼ା

ଝାରସୁଗୁଡ଼ା: ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନର ରେଳ ରହଣୀ ସ୍ଥାନ ଓ ଏହାର ଉନ୍ନତିକରଣ ପାଇଁ ବିଳାସପୁର ଡିଭିଜନ ହୋଇଥିବା ଆଲୋଚନାରେ ବରଗଡ଼ ସାଂସଦ ଦାବି ରଖିଛନ୍ତି । ଶୁକ୍ରବାର ବିଳାସପୁର ଡିଭିଜନ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ଜିଏମ କାର୍ଯ୍ୟାଳୟରେ ହୋଇଥିବା ଏକ ସଂସଦୀୟ ମଣ୍ଡଳ ବୈଠକରେ ସାଂସଦ ସୁରେଶ ପୂଜାରୀ ଦାବି ଉପସ୍ଥାପନା କରିଛନ୍ତି ।

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ରେଳଷ୍ଟେସନ ବିଳାସପୁର ଡିଭିଜନ ଅଧିନରେ ଥିବାବେଳେ କେବଳ 3 ପ୍ରତିଶତ ବିଳାସପୁର ଡିଭିଜନରେ ରହିଛି । ତେବେ 3 ପ୍ରତିଶତ ରହିଥିବା ସତ୍ବେ ଡିଭିଜନରୁ 30 ପ୍ରତିଶତ ରାଜସ୍ବ ଆୟ ହେଉଥିବା ସାଂସଦ କହିଛନ୍ତି ।

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ

ତେବେ ଏନେଇ ବିଭିନ୍ନ ଦିଗରେ ଉନ୍ନତି କରଣ ଶୀଘ୍ର କରିବା ସହ ଆବଶ୍ୟକତା ପଦକ୍ଷେପ ନେବାକୁ ବରଗଡ଼ ସାଂସଦ ବୈଠକରେ ଡିଭିଜନ କର୍ତ୍ତୃପକ୍ଷଙ୍କୁ ଦାବି ଉପସ୍ଥାପନ କରିଥିଲେ । ବିଭିନ୍ନ ଦାବି ଜଣାଇବା ପରେ ଏନେଇ ଝାରସୁଗୁଡ଼ାସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସାଂସଦ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ବିଳାସପୁର ଡିଭିଜନ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ବିଳାସପୁର ସ୍ଥିତ ଜିଏମ କାର୍ଯ୍ୟଳୟ ଠାରେ ସଂସଦୀୟ ମଣ୍ଡଳ ବୈଠକରେ ଶୁକ୍ରବାର ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ବେଲପହାଡ଼ ରେଳ ଷ୍ଟେସନ୍ ର ବିଭିନ୍ନ ରେଳ ରହଣି ଓ ଏହାର ଉନ୍ନତି କାରଣ ଉପରେ ଏକ ଦାବି ପତ୍ର ଦେବା ସହ ଆଲୋଚନା କରିଥିଲେ ।

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଓ ବେଲପହାଡ଼ ରେଳଷ୍ଟେସନ ବିଳାସପୁର ଡିଭିଜନ ର ଅଧିନରେ ଥିବାବେଳେ କେବଳ 3 ପ୍ରତିଶତ ବିଳାସପୁର ଡିଭିଜନ ରେ ରହିଛି । ତେବେ 3 ପ୍ରତିଶତ ରହିଥିବା ସତ୍ୱେ ବିଳାସପୁର ଡିଭିଜନକୁ 30 ପ୍ରତିଶତ ରାଜସ୍ବ ଆୟ ହେଉଥିବା ସାଂସଦ କହିଛନ୍ତି । ତେବେ ଏନେଇ ବିଭିନ୍ନ ଦିଗରେ ଉନ୍ନତି କରଣ ଶୀଘ୍ର ଆବଶ୍ୟକତା ପଦକ୍ଷେପ ନେବାକୁ ବରଗଡ଼ ସାଂସଦ ବିଳାସପୁର ଡିଭିଜନ ରେ ହୋଇଥିବା ବୈଠକରେ ଡିଭିଜନ ର କତ୍ତୃପକ୍ଷ ଙ୍କୁ ଦାବି ଉପସ୍ଥାପନ କରିଥିଲେ ।ଏ ନେଇ ଝାରସୁଗୁଡ଼ା ସ୍ଥିତ ଏକ ହୋଟେଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

byte:- ସୁରେଶ ପୂଜାରୀ, ବରଗଡ଼ ସାଂସଦ


Body:।।।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.