ETV Bharat / state

ଢ଼ିଙ୍କିଆରେ ପୋଲିସ କମ୍ପାନୀର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି: AISF

author img

By

Published : Jan 22, 2022, 12:04 PM IST

Updated : Jan 22, 2022, 7:36 PM IST

ଢ଼ିଙ୍କିଆରେ ପୋଲିସ କମ୍ପାନୀର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି: AISF
ଢ଼ିଙ୍କିଆରେ ପୋଲିସ କମ୍ପାନୀର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି: AISF

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ AISF ବିକ୍ଷୋଭ ପ୍ରଦର୍ଶନ କରିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ AISF ବିକ୍ଷୋଭ ପ୍ରଦର୍ଶନ କରିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । AISF ଅଭିଯୋଗ କରିଛି ଯେ, ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଅଞ୍ଚଳରେ ପୋଲିସ କମ୍ପାନୀର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି ।

ଢ଼ିଙ୍କିଆ ଗ୍ରାମରେ ଭିଟାମାଟି ପାଇଁ ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ଯେଉଁଭଳି ମାଡ଼ ମରାଯାଇ ଗିରଫ କରାଯାଇଛି ତାହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସଂଘ । AISF ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଢ଼ିଙ୍କିଆରୁ ପୋଲିସ ପ୍ରତ୍ୟାହାର ପାଇଁ ମଧ୍ୟ ଦାବି କରିଛି AISF । ଅଧିକ ପଢନ୍ତୁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Jan 22, 2022, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.