ETV Bharat / state

ପୋଲସରାରେ ପରିକ୍ରମଣ କଲା ଅହିଂସା ରଥ

author img

By

Published : Sep 30, 2019, 8:08 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର

ରାଜ୍ୟ ସରକାରଙ୍କ ଅହିଂସା ରଥ ସୋମବାର ପୋଲସରା ପରିକ୍ରମଣ କରିଛି । ଏହି ରଥ ନିର୍ବାଚନ ମଣ୍ଡଳୀରେ ପହଞ୍ଚିବା ପରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଭଞ୍ଜନଗର: ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସମ୍ବିଧାନର ମୁଖ ବନ୍ଧରେ ଅହିଂସାକୁ ସାମିଲ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରଥ ପ୍ରତି ସହର ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି ।

ପୋଲସରାରେ ପରିକ୍ରମଣ କଲା ଅହିଂସା ରଥ

ସୋମବାର ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲା ଅହିଂସା ରଥ । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉପସ୍ଥିତ ରହିଥିବା ବେଲେ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।

ଅହିଂସା ରଥ ପୋଲସରାର ସମସ୍ତ ଗ୍ରାମ ଭ୍ରମଣକରି ଶେଷରେ ବୁଗୁଡା ବସଷ୍ଟାଣ୍ଡ ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଭୁବନେଶ୍ବରର କଳାକାର ମାନେ ଅହିଂସା ବାର୍ତା ଉପରେ ଆଧାରିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।


ଭଞ୍ଜନଗରରୁ ରଂଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସାରଥ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବାପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଏଭଳି ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ରଥ ପ୍ରତି ସହର ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଥିବାବେଳେ ଆଜି ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ଅହିଂସାରଥ ପହଞ୍ଚିଥିଲା ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉପସ୍ଥିତ ରହି ଅହିଂସା ରଥ ସହିତ ପୋଲସରା ସମେତ ସମସ୍ତ ଗ୍ରାମ ଭ୍ରମଣକରି ସେସରେ ବୁଗୁଡା ବାସଷ୍ଟାଣ୍ଡ ଏହି ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟାରେ ମହିଳା ପୁରୁଷ ଯୋଗଦେଇଥିଲେ ସେସରେ ଭୁବନେଶ୍ୱର କଳାକାର ମାନେ ଅହିଂସା ବାର୍ତା ଉପରେ ଆଧାରିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ
ବାଇଟ -ଶ୍ରୀକାନ୍ତ ସାହୁ1(ପୋଲସରା ବିଧାୟକ)
ବାଇଟ-ସାଇରାମ ଗାନ୍ଧୀ


Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.