ETV Bharat / state

ଚୋରା ଚାଲାଣ ବେଳେ 4ଟି ରକ୍ତ ଚନ୍ଦନ ଗଣ୍ଡି ￰ଜବତ

author img

By

Published : Aug 22, 2019, 11:14 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ପୋଲିସ ଜାଲରେ ଛନ୍ଦି ହେଲେ ରକ୍ତ ଚନ୍ଦନ ଚୋରା ଚାଲାଣ ବେପାରୀ । ଜବତ ଚନ୍ଦନ ଗଣ୍ଡିର ଓଜନ ପାଖାପାଖି ୨୦୬ କିଲୋଗ୍ରାମ ହେବ ।

ଗଜପତି: ରକ୍ତ ଚନ୍ଦନ ଗଣ୍ଡି ଚୋରା ଚାଲାଣ ବେଳେ ସୀମାନ୍ତବର୍ତ୍ତୀ ଆନ୍ଧ୍ରର ମିଳିଆପୁଟି ଥାନା ପୋଲିସ ହାତରେ ଧରା ପଡିଛନ୍ତି ୩ଜଣ ଚନ୍ଦନ ବେପାରୀ । ଗିରଫ ବ୍ୟକ୍ତିମାନେ ହେଲେ ପାରଳାଖେମୁଣ୍ଡିର ଶେଖ୍ ସାଲିମ,ଗୁମ୍ମା ଅଞ୍ଚଳର କେତନ ପାଣି ଏବଂ ଆନ୍ଧ୍ର ପ୍ରଦେଶ ବିଶାଖପାଟଣାର ଏସ.ଶ୍ରୀନିବାସ ରାଓ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଏହି ରକ୍ତ ଚନ୍ଦନ ଗଣ୍ଡିକୁ ସେମାନେ ଗଜପତି ଜିଲ୍ଲାର ଲାବଣ୍ୟଗଡ ଅଞ୍ଚଳରେ ଥିବା ରକ୍ତ ଚନ୍ଦନ ବଣରୁ ନେଇ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ଯାତ୍ରା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିବା ପୁରୁଣାପାଟଣା ସିଆଇ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ପ୍ରତିଦିନ ଭଳି ଗୁରୁବାର ମଧ୍ୟ ମେଳିଆପୁଟି ଥାନା ପୋଲିସ ଗାଡି ଯାଞ୍ଚ କରୁଥିବା ସମସୟରେ ଏକ ବିଶେଷ ସୂତ୍ରରୂ ଡିଜାଇର ଏପି-୩୧ଟିଭି୫୭୧୪କୁ ଅଟକାଇଥିଲା । ଏହାର ଯାଞ୍ଚ କଲାବେଳେ ୪ଟି ରକ୍ତ ଚନ୍ଦନ ଗଣ୍ଡି କାର ମଧ୍ୟରେ ରହିଥିବା ଜାଣିବାକୁ ପାଇଥିଲା । ପରେ ଗାଡ଼ିକୁ ଅଟକାଇ କାଗଜପତ୍ର ମାଗିଥିଲା ପୋଲିସ । ତେବେ ଗାଡ଼ି କାଗଜପତ୍ର ଦେବାରେ ବିଫଳ ହେବାରୁ ପୋଲିସ ସନ୍ଦେହ କରି ସେମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲା । ଏହି ସମୟରେ ସେମାନେ ଏହି ଗଣ୍ଡି ଗୁଡ଼ିକ ଲାବନ୍ୟଗଡ ଜଙ୍ଗଲରୁ ଆଣିଥିବା ବେଳେ ଏହାକୁ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଛନ୍ତି ବୋଲି ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲେ ।

ଏହି ୩ଜଣଙ୍କୁ ଗିରଫ କରିବା ସହ ରକ୍ତ ଚନ୍ଦନ ଗଣ୍ଡି ଏବଂ ବ୍ୟବହୃତ କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିଲା ପୋଲିସ । ଜବତ କାଠର ଓଜନ ୨୦୬କିଲୋ ହୋଇଥିବା ବେଳେ ଏହାର ସାଧାରଣ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG -RED SANDAL WOOD SIZED
FORMAT -AVB
REPORTER-HARIHARA PATNAIK
PLACE-GAJAPATI
DATE-22.08.19
￰ଦୁର୍ଲଭ ରକ୍ତ ଚନ୍ଦନ ଗଣ୍ଡି ଚୋରା ଚାଲାଣ ବେଳେ ସୀମାନ୍ତବର୍ତ୍ତୀ ଆନ୍ଧ୍ର ର ମିଳିଆପୁଟି ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ଜଣ ଚନ୍ଦନ ଦସ୍ୟୁ । ଗିରଫ ବ୍ୟକ୍ତିମାନେ
ହେଲେ ପାରଳାଖେମୁଣ୍ଡିର ଶେଖ୍ ସାଲିମ,ଗୁମ୍ମା ଅଂଚଳର କେତନ ପାଣି ଏବଂ ଆନ୍ଧ୍ର ର ବିଶାଖପାଟଣା ଅଚଳର ଏସ.ଶ୍ରୀନିବାସ ରାଓ । ଏହି ରକ୍ତ ଚନ୍ଦନ ଗଣ୍ଠିକୁ ସେମାନେ ଗଜପତି ଜିଲ୍ଲାର ଲାବଣ୍ୟଗଡ ଅଂଚଳରେ ଥିବା ରକ୍ତ ଚନ୍ଦନ ବଣରୁ ନେଇ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଥିବା ବେଳେ ପୁଲିସ ହାତରେ ଧରାପଡିଥିବା ପୁରୁଣାପାଟଣା ସିଆଇ ସୂଚନା ଦେଇଛନ୍ତି । ।
ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ଆଜି ମଧ୍ୟ ମେଳିଆପୁଟି ଥାନା ପୁଲିସ ଗାଡି ଯାଂଚ କରୁଥିବା ସମସୟରେ ଏକ ବିଶେଷ ସୂତ୍ର ରୂ ଡିଜାଇର ଏପି-୩୧ଟିଭି୫୭୧୪)କୁ ଅଟକାଇଥିଲା । ଏହାର ଯାଚ କଲାବେଳେ ୪ଟି ରକ୍ତ ଚନ୍ଦନ ଗଣ୍ଡି କାର ମଧ୍ୟରେ ରହିଥିବା ଜାଣିବାକୁ ପାଇ ଏହାକୁ ଅଟକାଇ କାଗଜପତ୍ର ମାଗିଥିଲେ ।
ତେବେ ଏହା ପ୍ରଦାନ କରିବାରେ ବିଫଳ ହେବାରୁ ପୁଲିସ ସନ୍ଦେହ କରି ସେମାନଙ୍କୁ ପଚରା କରିଥିଲା । ଏହି ସମୟରେ ସେମାନେ ଏହି ଗଣ୍ଡି ଗୁଡ଼ିକ ଲାବନ୍ୟଗଡ ଜଙ୍ଗଲରୁ ଆଣିଥିବା ବେଳେ ଏହାକୁ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନିଆଯାଉଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ । ଫଳରେ ଏହି ୩ଜଣଙ୍କୁ ଗିରଫ କରିବା ସହ ରକ୍ତ ଚନ୍ଦନ ଗଣ୍ଡି ଏବଂ ବ୍ୟବହୁତ କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ପୁରୁଣାପାଟଣା ସିଆଇ ରବି ପ୍ରସାଦ କହିଛନ୍ତି । ଜବତ କାଠର ଓଜନ ୨୦୬କିଲୋ ହୋଇଥିବା ବେଳେ ଏହାର ସାଧାରଣ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି ।Body:SLUG -RED SANDAL WOOD SIZED
FORMAT -AVB
REPORTER-HARIHARA PATNAIK
PLACE-GAJAPATI
DATE-22.08.19
￰ଦୁର୍ଲଭ ରକ୍ତ ଚନ୍ଦନ ଗଣ୍ଡି ଚୋରା ଚାଲାଣ ବେଳେ ସୀମାନ୍ତବର୍ତ୍ତୀ ଆନ୍ଧ୍ର ର ମିଳିଆପୁଟି ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ଜଣ ଚନ୍ଦନ ଦସ୍ୟୁ । ଗିରଫ ବ୍ୟକ୍ତିମାନେ
ହେଲେ ପାରଳାଖେମୁଣ୍ଡିର ଶେଖ୍ ସାଲିମ,ଗୁମ୍ମା ଅଂଚଳର କେତନ ପାଣି ଏବଂ ଆନ୍ଧ୍ର ର ବିଶାଖପାଟଣା ଅଚଳର ଏସ.ଶ୍ରୀନିବାସ ରାଓ । ଏହି ରକ୍ତ ଚନ୍ଦନ ଗଣ୍ଠିକୁ ସେମାନେ ଗଜପତି ଜିଲ୍ଲାର ଲାବଣ୍ୟଗଡ ଅଂଚଳରେ ଥିବା ରକ୍ତ ଚନ୍ଦନ ବଣରୁ ନେଇ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଥିବା ବେଳେ ପୁଲିସ ହାତରେ ଧରାପଡିଥିବା ପୁରୁଣାପାଟଣା ସିଆଇ ସୂଚନା ଦେଇଛନ୍ତି । ।
ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ଆଜି ମଧ୍ୟ ମେଳିଆପୁଟି ଥାନା ପୁଲିସ ଗାଡି ଯାଂଚ କରୁଥିବା ସମସୟରେ ଏକ ବିଶେଷ ସୂତ୍ର ରୂ ଡିଜାଇର ଏପି-୩୧ଟିଭି୫୭୧୪)କୁ ଅଟକାଇଥିଲା । ଏହାର ଯାଚ କଲାବେଳେ ୪ଟି ରକ୍ତ ଚନ୍ଦନ ଗଣ୍ଡି କାର ମଧ୍ୟରେ ରହିଥିବା ଜାଣିବାକୁ ପାଇ ଏହାକୁ ଅଟକାଇ କାଗଜପତ୍ର ମାଗିଥିଲେ ।
ତେବେ ଏହା ପ୍ରଦାନ କରିବାରେ ବିଫଳ ହେବାରୁ ପୁଲିସ ସନ୍ଦେହ କରି ସେମାନଙ୍କୁ ପଚରା କରିଥିଲା । ଏହି ସମୟରେ ସେମାନେ ଏହି ଗଣ୍ଡି ଗୁଡ଼ିକ ଲାବନ୍ୟଗଡ ଜଙ୍ଗଲରୁ ଆଣିଥିବା ବେଳେ ଏହାକୁ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନିଆଯାଉଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ । ଫଳରେ ଏହି ୩ଜଣଙ୍କୁ ଗିରଫ କରିବା ସହ ରକ୍ତ ଚନ୍ଦନ ଗଣ୍ଡି ଏବଂ ବ୍ୟବହୁତ କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ପୁରୁଣାପାଟଣା ସିଆଇ ରବି ପ୍ରସାଦ କହିଛନ୍ତି । ଜବତ କାଠର ଓଜନ ୨୦୬କିଲୋ ହୋଇଥିବା ବେଳେ ଏହାର ସାଧାରଣ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି ।Conclusion:SLUG -RED SANDAL WOOD SIZED
FORMAT -AVB
REPORTER-HARIHARA PATNAIK
PLACE-GAJAPATI
DATE-22.08.19
￰ଦୁର୍ଲଭ ରକ୍ତ ଚନ୍ଦନ ଗଣ୍ଡି ଚୋରା ଚାଲାଣ ବେଳେ ସୀମାନ୍ତବର୍ତ୍ତୀ ଆନ୍ଧ୍ର ର ମିଳିଆପୁଟି ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ଜଣ ଚନ୍ଦନ ଦସ୍ୟୁ । ଗିରଫ ବ୍ୟକ୍ତିମାନେ ହେଲେ ପାରଳାଖେମୁଣ୍ଡିର ଶେଖ୍ ସାଲିମ,ଗୁମ୍ମା ଅଂଚଳର କେତନ ପାଣି ଏବଂ ଆନ୍ଧ୍ର ର ବିଶାଖପାଟଣା ଅଚଳର ଏସ.ଶ୍ରୀନିବାସ ରାଓ । ଏହି ରକ୍ତ ଚନ୍ଦନ ଗଣ୍ଠିକୁ ସେମାନେ ଗଜପତି ଜିଲ୍ଲାର ଲାବଣ୍ୟଗଡ ଅଂଚଳରେ ଥିବା ରକ୍ତ ଚନ୍ଦନ ବଣରୁ ନେଇ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଥିବା ବେଳେ ପୁଲିସ ହାତରେ ଧରାପଡିଥିବା ପୁରୁଣାପାଟଣା ସିଆଇ ସୂଚନା ଦେଇଛନ୍ତି । ।
ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ଆଜି ମଧ୍ୟ ମେଳିଆପୁଟି ଥାନା ପୁଲିସ ଗାଡି ଯାଂଚ କରୁଥିବା ସମସୟରେ ଏକ ବିଶେଷ ସୂତ୍ର ରୂ ଡିଜାଇର ଏପି-୩୧ଟିଭି୫୭୧୪)କୁ ଅଟକାଇଥିଲା । ଏହାର ଯାଚ କଲାବେଳେ ୪ଟି ରକ୍ତ ଚନ୍ଦନ ଗଣ୍ଡି କାର ମଧ୍ୟରେ ରହିଥିବା ଜାଣିବାକୁ ପାଇ ଏହାକୁ ଅଟକାଇ କାଗଜପତ୍ର ମାଗିଥିଲେ ।
ତେବେ ଏହା ପ୍ରଦାନ କରିବାରେ ବିଫଳ ହେବାରୁ ପୁଲିସ ସନ୍ଦେହ କରି ସେମାନଙ୍କୁ ପଚରା କରିଥିଲା । ଏହି ସମୟରେ ସେମାନେ ଏହି ଗଣ୍ଡି ଗୁଡ଼ିକ ଲାବନ୍ୟଗଡ ଜଙ୍ଗଲରୁ ଆଣିଥିବା ବେଳେ ଏହାକୁ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନିଆଯାଉଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲେ । ଫଳରେ ଏହି ୩ଜଣଙ୍କୁ ଗିରଫ କରିବା ସହ ରକ୍ତ ଚନ୍ଦନ ଗଣ୍ଡି ଏବଂ ବ୍ୟବହୁତ କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ପୁରୁଣାପାଟଣା ସିଆଇ ରବି ପ୍ରସାଦ କହିଛନ୍ତି । ଜବତ କାଠର ଓଜନ ୨୦୬କିଲୋ ହୋଇଥିବା ବେଳେ ଏହାର ସାଧାରଣ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.