ETV Bharat / state

ଗଁନ୍ଦିଆ ବ୍ଲକ ଅଫିସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Jul 26, 2020, 10:10 PM IST

ଆସନ୍ତା 30 ତାରିଖ ସକାଳ 7ଟା ଯାଏଁ ଗଁନ୍ଦିଆ ଅଞ୍ଚଳକୁ 72 ଘଣ୍ଟିଆ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅଧିକ ଖବର ପଢନ୍ତୁ...

ଗଁନ୍ଦିଆ ବ୍ଲକ ଅଫିସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଗଁନ୍ଦିଆ ବ୍ଲକ ଅଫିସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଢେଙ୍କାନାଳ: ଆସନ୍ତା 30 ତାରିଖ ସକାଳ 7ଟା ଯାଏଁ ଗଁନ୍ଦିଆ ଅଞ୍ଚଳକୁ 72 ଘଣ୍ଟିଆ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଗଁନ୍ଦିଆ ବ୍ଲକ ଅଫିସର 3ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.