ETV Bharat / state

ଦେଖନ୍ତୁ... ମା' କଟକ ଚଣ୍ଡୀଙ୍କ ବନଦୁର୍ଗା ବେଶ

author img

By

Published : Oct 19, 2020, 11:04 PM IST

ଦେଖନ୍ତୁ... ମା' କଟକ ଚଣ୍ଡୀଙ୍କ ବନଦୁର୍ଗା ବେଶ
ଦେଖନ୍ତୁ... ମା' କଟକ ଚଣ୍ଡୀଙ୍କ ବନଦୁର୍ଗା ବେଶ

ଆଜି ବନଦୁର୍ଗା ବେଶ । କୋଭିଡ଼ ନିୟମ ଅନୁଯାୟୀ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇ ଥିବାବେଳେ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ।

କଟକ: ମା’ କଟକ ଚଣ୍ଡୀଙ୍କ ଆଜି(ସୋମବାର) ବନଦୁର୍ଗା ବେଶ । କୋଭିଡ଼ ନିୟମ ଅନୁଯାୟୀ ଶକ୍ତିପୀଠରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇ ଥିବାବେଳେ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ।

ଦେଖନ୍ତୁ... ମା' କଟକ ଚଣ୍ଡୀଙ୍କ ବନଦୁର୍ଗା ବେଶ

ପ୍ରତିବର୍ଷ କଟକ ଚଣ୍ଡୀ ମନ୍ଦିରରେ ମା'ଙ୍କ ବନଦୁର୍ଗା ବେଶ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । କିନ୍ତୁ ମହାମାରୀ କୋରୋନା ପାଇଁ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.