ETV Bharat / state

ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବାଦ ଦିବସ ପାଳୁଛି ଶ୍ରମିକ ସଙ୍ଗଠନ

author img

By

Published : Jul 3, 2020, 1:04 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଏଆଇଟିୟୁସି, ଏଚଏମଏସ, ଆଇଏନଟିୟୁସି ଭଳି ଶ୍ରମିକ ସଙ୍ଗଠନର ନେତା ଓ କର୍ମୀ ଭାଗ ନେଇଥିଲେ । ଅଧିକ ପଢନ୍ତୁ...

Trade unions are protesting against the different labour issue
ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବାଦ ଦିବସ ପାଳୁଛି ଶ୍ରମିକ ସଙ୍ଗଠନ

ବୌଦ୍ଧ: ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରୁଛି ଶ୍ରମିକ ସଙ୍ଗଠନ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମିଳିତ ଭାବେ ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବାଦ ଦିବସ ପାଳୁଛି ଶ୍ରମିକ ସଙ୍ଗଠନ

ବିଶେଷ ଭାବରେ ଶ୍ରମ ଆଇନରେ ସଂଶୋଧନ ଓ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ପ୍ରତିବାଦ କରାଯିବା ସହ ବିଭିନ୍ନ ସଂସ୍ଥାର ଘରୋଇକରଣକୁ ମଧ୍ୟ ତୀବ୍ର ବିରୋଧ କରାଯାଇଛି । ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଏଆଇଟିୟୁସି, ଏଚଏମଏସ, ଆଇଏନଟିୟୁସି ଭଳି ଶ୍ରମିକ ସଙ୍ଗଠନର ନେତା ଓ କର୍ମୀ ଭାଗ ନେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.