ETV Bharat / state

ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ

author img

By

Published : Jan 18, 2022, 10:08 PM IST

ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ
ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ବରରେ ଚାଲିଛି ନାମାଙ୍କନ ପତ୍ର ଦାଖଲ । ଅଧିକ ପଢନ୍ତୁ

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଆଶାୟୀ ପ୍ରାର୍ଥୀଙ୍କ ମନରେ ବଢିଛି ଉତ୍ସାହ । ଶାନ୍ତି ଶୃଙ୍ଖଳାର ସହ ଭରୁଛନ୍ତି ନାମାଙ୍କନ ପତ୍ର ।

ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ

ବାଲେଶ୍ଵର ଜିଲ୍ଲାର 12 ଟି ବ୍ଳକର ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 17 ଓ 18 ତାରିଖ ଦୁଇ ଦିନରେ ଜିଲ୍ଲାରେ ସମୁଦାୟ 111 ଜଣ ସରପଞ୍ଚ ପ୍ରାର୍ଥୀ, 58 ଜଣ ସମିତିସଭ୍ୟ ପ୍ରାର୍ଥୀ ଓ 1020 ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି । ଆଗକୁ ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.