ETV Bharat / sports

ଟେନିସ ଷ୍ଟାର ସାନିଆଙ୍କ ଟିକଟକ୍ ଭିଡିଓ ଭାଇରାଲ

author img

By

Published : May 14, 2020, 1:40 PM IST

Not a morning person: Sania shares hilarious video on social media
ଟେନିସ ଷ୍ଟାର ସାନିଆଙ୍କ ଟିକଟକ୍ ଭିଡିଓ ଭାଇରାଲ

ଟେନିସ ତାରକା ସାନିଆ ମୀର୍ଜା ସୋସିଆଲ ମିଡିଆରେ ଏହ ମଜାଦାର ପୋଷ୍ଟ କରିଛନ୍ତି । ଲୋକପ୍ରିୟ ସୋସିଆଲ ମିଡିଆ ଟିକଟକରେ ସାନିଆଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇ: କୋରୋନା ଭାଇରସ ଲକଡାଉନ କାରଣରୁ ସମସ୍ତ ଖେଳାଳି ଘରେ ରହିଛନ୍ତି । ସୋସିଆଲ ମିଡିଆରେ ଖେଳାଳିଙ୍କୁ ସମୟ କାଟୁଥିବାର ଦେଖିବାକୁ ମିଳୁଛି ।

ଟେନିସ ତାରକା ସାନିଆ ମୀର୍ଜା ସୋସିଆଲ ମିଡିଆରେ ଏହ ମଜାଦାର ପୋଷ୍ଟ କରିଛନ୍ତି । ଲୋକପ୍ରିୟ ସୋସିଆଲ ମିଡିଆ ଟିକଟକରେ ସାନିଆଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସାନିଆ ଜଣେ ବ୍ୟକ୍ତିଙ୍କୁ କାହିଁକି ସକାଳ 7ଟାରେ ଦୌଡୁଛନ୍ତି ବୋଲି ପଚାରିଛନ୍ତି । ଏହାପରେ ବ୍ୟକ୍ତିଜଣଙ୍କ ପ୍ରତିକ୍ରିୟାରେ ସାନିଆ ମଜାଦାର ଉତ୍ତର ରଖିଛନ୍ତି ।

ନିକଟରେ ପ୍ରଥମ ଭାରତୀୟ ଭାବେ ଫେଡ କପ ହାର୍ଡ ଆୱାର୍ଡ ବିଜେତାରେ ସମ୍ନାନିତ ହୋଇଛନ୍ତି ସାନିଆ ମୀର୍ଜା । ଅକ୍ଟୋବର 2018ରେ ପୁଅ ଇଜହାନଙ୍କୁ ଜନ୍ମ ଦେବା ପରେ ଟେନିସରୁ ଦୂରରେ ରହିଥିଲେ । ମାତ୍ର ଚିତ ବର୍ଷ ଜାନୁଆରୀରେ ସଫଳ କମବ୍ୟାକ କରିବା ସହ ହୋବାର୍ଟ ଇଣ୍ଟନନ୍ୟାସନାଲ ମହିଳା ଡବଲ୍ସ ଟାଇଟେଲ ହାସଲ କରିଥିଲେ ।

ବ୍ୟୁରୋ ରିପାର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.